![]() | ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ।December 2009) ( |
କୋଟା ଜିଲ୍ଲା | |
---|---|
25°10′48″N 73°49′48″E / 25.18000°N 73.83000°E | |
ରାଜ୍ୟ | ରାଜସ୍ଥାନ, ଭାରତ |
ପ୍ରଶାସନିକ ବିଭାଗ | Kota Division |
ସଦର କାର୍ଯ୍ୟାଳୟ | Kota, Rajasthan |
କ୍ଷେତ୍ରଫଳ | ୫,୨୧୭ କି.ମି.୨ (୨,୦୧୪ sq mi) |
ଜନସଂଖ୍ୟା | 1950491 (2011) |
ଘନତା | ୩୭୪/କି.ମି.୨ (୯୭୦/sq mi) |
ସହରାଞ୍ଚଳ ଲୋକସଂଖ୍ୟା | 60.31 percent |
ସାକ୍ଷରତା ହାର | 76.56 |
ପୁରୁଷ-ନାରୀ ଅନୁପାତ | 911 |
ୱେବସାଇଟ |
କୋଟା ଜିଲ୍ଲା ଭାରତୀୟ ରାଜ୍ୟ ରାଜସ୍ଥାନର ଏକ ଜିଲ୍ଲା । କୋଟା ସହର ଏହାର ସଦର ମହକୁମା ।
12 ଶ ଶତାବ୍ଦୀରେ ରାଓ ଦେବ ନାମକ ହାଡା ମୁଖିଆ ଏହି ଅଞ୍ଚଳକୁ ଅଧିକାର କରି ବୁନ୍ଦି ଓ ହାଦୋଟି ସ୍ଥାପନ କରିଥିଲେ । 17 ଶ ଶତାବ୍ଦୀ ପ୍ରାରମ୍ଭରେ ମୋଗଲ ସମ୍ରାଟ ଜାହାଙ୍ଗୀର ଏହାକୁ ତତ୍ କାଳୀନ ଶାସକ ରାଓ ରତନ ସିଂହଙ୍କ ଠାରୁ ଏହି ରାଜ୍ୟ ନେଇ ତାଙ୍କ ପୁତ୍ର ମାଧୋ ସିଂହଙ୍କୁ ପ୍ରଦାନ କରିଥିଲେ ।
କୋଟା ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁ ରାଧା କୃଷ୍ଣଙ୍କ ନେତୃତ୍ୱରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା । ଏଥିପାଇଁ ତାଙ୍କୁ ଗିରଫ କରି ଜେଲ ଦଣ୍ଡ ଦିଆ ଯାଇଥିଲା ।
କୋଟାର ଉତ୍ତରରେ ବୁନ୍ଦି ଜିଲ୍ଲା , ପୁର୍ବରେବରଣ ଜିଲ୍ଲା ଦକ୍ଷିଣରେ ଝାଳେଶ୍ୱର ଜିଲ୍ଲା ଓ ପଶ୍ଚିମରେ ଚିତ୍ତୋର୍ଗଦ ଜିଲ୍ଲାଦ୍ୱାରା ପରିବେଷିତ । ଏଠାରେ ଅନେକ ଉତ୍ତମ ଶିକ୍ଷାନୁଷ୍ଠାନ ରହିଛି ।
ଶିଳ୍ପ ସମୂହ
କୋଟା ଏସିଆର ସର୍ବବୃହତ ସାର ଉତ୍ପାଦନ କେନ୍ଦ୍ର । କୋଟାର 4ଟି ବିଜୁଳି ଶକ୍ତି କେନ୍ଦ୍ର ସ୍ଥାପିତ ହେଇଛି । ଏହାର ଅନତିଦୂରରେ ରାଜସ୍ଥାନ ଆଣବିକ ଶକ୍ତି ଉତ୍ପାଦନ ପ୍ଳାଣ୍ଟ ରାୱତଭାତଠାରେ ଅବସ୍ଥିତ । ଚମ୍ବଲ ନଦୀ ନିକଟଟାରେ କୋଟା ଥର୍ମଳ ଶକ୍ତି କେନ୍ଦ୍ର ଓ ଅନ୍ତ ଗ୍ଯାସ ଶକ୍ତି କେନ୍ଦ୍ର ମଧ୍ୟ ରହିଛି । ପୁନଶ୍ଚ ଜବାହାର ସାଗରଠାରେ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ମଧ୍ୟ କୋଟା ଜିଲ୍ଲାର ନିକଟବର୍ତୀ ସ୍ଥାନରେ ରହିଛି ।

ଜନ ଆବାଦୀ[ସମ୍ପାଦନା]
2011 ଜନଗଣନା ଅନୁସାରେ କୋଟା ଜିଲ୍ଲାର ସମୁଦାଯ ଜନସଂଖ୍ୟା 1,950,491[୧] ଥିଲା ଯାହାକି ଲସୋଥୋ ଦେଶ[୨]ର ଜନସଂଖ୍ୟା ବ ଆମେରିକୀୟ ରାଜ୍ୟ ନିଉ ମେକ୍ସିକୋ [୩]ସହ ସମତୂଲ୍ୟ । ଏହା ଭାରତରେ 239 ତମ ସ୍ଥାନ ରଖିଥିଲା ଜନସଂଖ୍ୟା ଦ୍ରୁଷ୍ଟିରୁ । ଜଣ ଘନତ୍ୱ 374 ପ୍ରତି ବର୍ଗ କିଲୋମିଟର ହେଇଥିବା ବେଳେ ଏହାର ସାକ୍ଷ୍ୟରତା ହାର 77.48 %। ଗତ ଦଶନ୍ଧିରେ ଜନ ବୃଦ୍ଧି ହାର 24.35 % ହେଇଥିଲା । ଏଠାରେ ମହିଳା ଓ ପୁରୁଷ ଅନୁପାତ 906:1000 ରହିଥିଲା ।
ଆଧାର ସମୂହ [ସମ୍ପାଦନା]
- ↑ "District Census 2011".
- ↑ US Directorate of Intelligence.
- ↑ "2010 Resident Population Data".
![]() |
This article related to a location in Rajasthan is a stub. You can help Wikipedia by expanding it. |